E Rupaka Kebe Mora Nuhen

149

SKU: 4901, CFOX1307 Categories: ,

Description

ପ୍ରକୃତି ଆଉ ମନୁଷ୍ୟର ତାଦାତ୍ମ୍ୟକୁ ଶବ୍ଦ ମାଧ୍ୟମରେ ଆଙ୍କି ଦେବା ପାଇଁ ଯେଉଁ ସୂକ୍ଷ୍ମାତିସୂକ୍ଷ୍ମ ଚେତନା ଲୋଡ଼ା ହୁଏ ‘ ଏ ରୂପକ ଲେବେ ମୋର ନୁହେଁ ‘ କାବ୍ୟ ସଂଗ୍ରହ ତାହାର ହିଁ ପ୍ରତିବିମ୍ବ। ନିଇତି ଦେଖୁଥିବା ଦୃଶ୍ୟ, ଭୋଗୁଥିବା କଥା ସବୁର ନିଖୁଣ୍ ବର୍ଣ୍ଣନା, ଭେଟ କରାଏ ପ୍ରକୃତି ସହ, ନିଜ ଅନ୍ତର୍ମନ ସହ। ଏମିତି କିଛି ଦୃଶ୍ୟ, ଏମିତି କିଛି କଥା ଖୁବ୍ ଅନୁଭୂତ ହୁଏ ଏହି ସଙ୍କଳନରେ ପ୍ରକାଶିତ ପ୍ରତିଟି କବିତାରେ। କିଛି ପଂକ୍ତି ବିନା କୌଣସି ପ୍ରୟାସରେ ହିଁ ପାଠକର ମାନସପଟରେ ଅଜଣାତେ ତିଆରି କରି ନିଏ ଜାଗା ଟିଏ। ପ୍ରତ୍ୟେକ କବିତା ପରସ୍ପରର ପରିପୂରକ ତଥାପି ପରସ୍ପର ଠାରୁ ଭିନ୍ନ
The subtle consciousness that is required to paint nature and human goodness through words is the reflection of the collection of poems, “E Rupak Kebe Mora Nuhen”. The perfect description of all that is suffering, meets with nature, with its own inner self.It takes a lot of effort to create a place in the mind of the reader without any effort. Each poem is complementary to the other, yet different.

Additional information

Weight 0.18 kg

CLEVER FOX PUBLISHING

Chennai Office

Tharamani, Chennai, Tamil Nadu 600113 +91 73489 32775 publish@cleverfoxpublishing.com

Bangalore Branch

Clever Fox Publishing, Thecospace, MSA Plaza, #102/A, 100 Feet Ring Rd, J. P. Nagar, Bengaluru, Karnataka 560078
Free shipping
for orders over 500
Enquiry Form
close slider
Contact Us
Name
Email
Phone
Mailing State
Description